ଅକ୍ଟୋବର ୪ ଓ ୫ରେ ପୁଲିସ୍ ଏସ୍ଆଇ ନିଯୁକ୍ତି ପରୀକ୍ଷା
ଅକ୍ଟୋବର ୪ ଓ ୫ରେ ପୁଲିସ୍ ଏସ୍ଆଇ ନିଯୁକ୍ତି ପରୀକ୍ଷା Advertisment ସବସ୍କ୍ରାଇବ କରନ୍ତୁ 0 Login Bookmarks My Profile Log Out 🏠︎ ଓଡ଼ିଶା ଦେଶ ବିଦେଶ ଭିଡିଓ ରାଜନୀତି ଖେଳ ମନୋରଂଜନ ରାଶି ଓ ବାସ୍ତୁ ଜୀବନଶୈଳୀ ସ୍ପେଶାଲ୍ ଅତିଥି ସ୍ତମ୍ଭ ଦୁର୍ଘଟଣା ଫଟୋ ଗ୍ୟାଲେରୀ ସଂସ୍କୃତି Join Odisha Reporter. Sign In with Google Sign In with Facebook Sign in with Email By clicking the button, I accept the Terms of Use of the service and its Privacy Policy , as well as consent to the processing of personal data. Don’t have an account? Signup ଦୁର୍ଘଟଣା ରାଶିଫଳ ମନୋରଞ୍ଜନ ଅତିଥି ସ୍ତମ୍ଭ ଦୁନିଆ ଜୀବନଶୈଳୀ ଦେଶ ଓଡ଼ିଶା ରାଜନୀତି ବିଶେଷ Advertisment Advertisement Advertisement Trending Stories Advertisement ନିଯୁକ୍ତି ଓଡ଼ିଶା ଅକ୍ଟୋବର ୪ ଓ ୫ରେ ପୁଲିସ୍ ଏସ୍ଆଇ ନିଯୁକ୍ତି ପରୀକ୍ଷା ଏହି ପରୀକ୍ଷା ନେଇ ଅପ୍ଡେଟ୍ ରହିବା ପାଇଁ ନିୟମିତ ଭାବେ ଓଡ଼ିଶା ପୁଲିସର ୱେବସାଇଟ୍ ଦେଖିବାକୁ ଓପିଆରବି ପକ୍ଷରୁ ଆଶାୟୀମାନଙ୍କୁ କୁହାଯାଇଛି। Jitendra Garnayak 30 Aug 2025 15:05 IST ଅଦ୍ୟତନ ହୋଇଛି 30 Aug 2025 15:12 IST Exam ଅକ୍ଟୋବର ୪ ଓ ୫ ତାରିଖରେ ହେବ ପୁଲିସ ଏସ୍ଆଇ ପରୀକ୍ଷା। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ଓଡ଼ିଶା ପୁଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ ବା ଓପିଆରବି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। Advertisment ଓପିଆରବିର ବିଜ୍ଞପ୍ତି ଅନୁସାରେ, ଓଏମ୍ଆର୍ ଜରିଆରେ ଲିଖିତ ପରୀକ୍ଷା କରାଯିବ। ପରୀକ୍ଷାର୍ଥୀମାନେ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ଓଡ଼ିଶା ପୁଲିସର ୱେବସାଇଟ୍ https://odishapolice.gov.in ରୁ ପାଇପାରିବେ। ସେଥିରେ ପରୀକ୍ଷା କେନ୍ଦ୍ର ଓ ଶିଡ୍ୟୁଲ ଉପଲବ୍ଧ କରାଯାଇଛି। ଏହି ପରୀକ୍ଷା ନେଇ ଅପ୍ଡେଟ୍ ରହିବା ପାଇଁ ନିୟମିତ ଭାବେ ଓଡ଼ିଶା ପୁଲିସର ୱେବସାଇଟ୍ ଦେଖିବାକୁ ଓପିଆରବି ପକ୍ଷରୁ ଆଶାୟୀମାନଙ୍କୁ କୁହାଯାଇଛି। Advertisment ସୂଚନାଯୋଗ୍ୟ, ପୂର୍ବରୁ ଦୁଇ ଥର ଏହି ପରୀକ୍ଷା ଘୁଞ୍ଚିଥିଲା। Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest news ବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ Advertisement Advertisement Top Stories Advertisement Quick Links About Odisha Reporter Contact Us Privacy Policy © 2026 - Odisha Reporter. All Rights Reserved.
